"ସମ୍ବନ୍ଧିତ ଡିଭାଇସ୍" "ସମ୍ବନ୍ଧିତ ଡିଭାଇସ୍ ଯୋଗ କରନ୍ତୁ" "ଏକ ସହଯୋଗୀ ଡିଭାଇସ୍ ସଂଯୋଗ କରନ୍ତୁ" "ଆପଣଙ୍କ ଡ୍ରାଇଭିଂ ଅନୁଭୂତି ପରିଚାଳନାରେ ସାହାଯ୍ୟ କରିବାକୁ ଆପଣ ଫୋନକୁ ସହଯୋଗୀ ଡିଭାଇସ୍ ଭାବେ ବ୍ୟବହାର କରିପାରିବେ" "ଆପଣଙ୍କ ଫୋନରେ ""ସହଯୋଗୀ ଆପ୍"" ଇନଷ୍ଟଲ୍ କରାଯାଇଥିବା ନିଶ୍ଚିତ କରନ୍ତୁ" "ଫୋନରେ କୋଡ୍ ସୁନିଶ୍ଚିତ କରନ୍ତୁ" "ଆପଣଙ୍କ ଫୋନରେ ଦେଖାଯାଉଥିବା କୋଡ୍ ସହିତ ଏହା ମେଳ ହେଉଛି ବୋଲି ସୁନିଶ୍ଚିତ କରନ୍ତୁ" "ଡିଭାଇସ୍ ସଫଳତାର ସହିତ ଯୋଡ଼ି ହୋଇଛି" "ଆପ୍ ଖୋଲି <b>%1$s<b>କୁ ସଂଯୋଗ କର" "<b>%1$s</b>କୁ ବିଚ୍ଛିନ୍ନ କରିବେ?" "ଏହି କାର ଆଉ ଏଇ ଡିଭାଇସ୍ ସହିତ ପେୟାର୍ ହେବ ନାହିଁ। ଆପଣଙ୍କୁ ଅତିରିକ୍ତ ଭାବରେ ଏହି କାରକୁ ସହଯୋଗୀ ଆପରୁ କାଢ଼ିବା ଦରକାର ହେବ।" "%1$sକୁ ବିଚ୍ଛିନ୍ନ କରି ଦିଆଯାଇଛି" "%1$sକୁ ବିଚ୍ଛିନ୍ନ କରିବା ବିଫଳ ହୋଇଛି" "ଆପଣଙ୍କ ଫୋନରେ ସେଟଅପ୍ କରିବା ଜାରି ରଖନ୍ତୁ" "କିଛି ତ୍ରୁଟି ହୋଇଗଲା" "ଦୁର୍ଭାଗ୍ୟବଶତଃ, ଏହି ସ୍କ୍ରିନଟି ସଠିକ ଭାବରେ ଡିସପ୍ଲେ ହୋଇପାରିଲା ନାହିଁ। ଦୟାକରି ପୁଣି ଚେଷ୍ଟା କରନ୍ତୁ।" "ବ୍ଲୁଟୁଥ୍ ଚାଲୁ କରନ୍ତୁ" "ଆପଣଙ୍କ ଫୋନକୁ ଏକ ସହଯୋଗୀ ଡିଭାଇସ୍ ରୂପେ ସେଟ୍ ଅପ୍ କରିବାକୁ, ଆପଣଙ୍କ କାର ବ୍ଲୁଟୁଥ୍ ଆବଶ୍ୟକ କରେ।" "ବ୍ଲୁଟୁଥ୍ ଚାଲୁ କରିବେ?" "ଆପଣଙ୍କ ସହଯୋଗୀ ଡିଭାଇସ୍ ସହିତ ସଂଯୋଗ କରିବାକୁ, ଆପଣଙ୍କ କାର ବ୍ଲୁଟୁଥ୍ ଆବଶ୍ୟକ କରେ।" "ଗ୍ରହଣ କରନ୍ତୁ" "ଅଗ୍ରାହ୍ୟ କରନ୍ତୁ" "ସୁନିଶ୍ଚିତ କରନ୍ତୁ" "ବାତିଲ୍ କରନ୍ତୁ" "କାଢ଼ି ଦିଅନ୍ତୁ" "ଠିକ୍ ଅଛି" "ସଂଯୋଗ" "ଏହି ଡିଭାଇସ୍ ବିଚ୍ଛିନ୍ନ କରନ୍ତୁ" "ବିଚ୍ଛିନ୍ନ କରନ୍ତୁ" "ଅକ୍ଷମ କରନ୍ତୁ" "ସକ୍ଷମ କରନ୍ତୁ" "ଜାରି ରଖନ୍ତୁ" "ପୁଣି ଚେଷ୍ଟା କରନ୍ତୁ" "ଚାଲୁ କରନ୍ତୁ" "ବର୍ତ୍ତମାନ ନୁହେଁ" "ସଂଯୋଗ ହୋଇଛି" "ଚିହ୍ନଟ କରାଯାଇନାହିଁ" "ବିଚ୍ଛିନ୍ନ କରାଯାଇଛି" "ଅଜଣା" "ଫୋନ୍ ଟେକ୍ସଟ୍ ମେସେଜ୍ ସେବା ଚାଲୁ ଅଛି" "ଫୋନ୍ ଟେକ୍ସଟ୍ ମେସେଜିଂ ସେବା ସକ୍ରିୟ ଅଛି" "ସହଯୋଗୀ ଡିଭାଇସ୍ ମାଧ୍ୟମରେ ଟେକ୍ସଟ୍ ମେସେଜଗୁଡ଼ିକ ପ୍ରାପ୍ତ କରାଯାଉଛି" "ଫୋନ୍ ମାଧ୍ୟମରେ ପ୍ରୋଫାଇଲ୍ ଅନଲକ୍ କରନ୍ତୁ" "ଅନଲକ୍ କରିବାର ବିକଳ୍ପଗୁଡ଼ିକ ସେଟ୍ କରିବାକୁ ଆପଣଙ୍କର ସହଯୋଗୀ ଆପ୍ ଯାଞ୍ଚ କରନ୍ତୁ" "<b>%1$s</b>କୁ ମୋ ପ୍ରୋଫାଇଲ୍ ଅନଲକ୍ କରିବାକୁ ଦିଅନ୍ତୁ" "ଆପଣଙ୍କ ଫୋନ୍ ସକ୍ରିୟ ଭାବେ ସଂଯୁକ୍ତ ହୋଇଥିବା ଦରକାର" "ଏହି ଫିଚର୍ ଚାଲୁ କରିବାକୁ, ଆପଣଙ୍କ କାର ଏବଂ ଫୋନର ବ୍ଲୁଟୁଥ୍ ଚାଲୁ ଥିବା ଏବଂ ସେଗୁଡ଼ିକ ପରସ୍ପରର ନିକଟରେ ଥିବା ନିଶ୍ଚିତ କରନ୍ତୁ" "<b>%1$s</b> ବର୍ତ୍ତମାନ ଆପଣଙ୍କ ପ୍ରୋଫାଇଲ୍ ଅନଲକ୍ କରିପାରିବ" "ଏକ ପ୍ରାଥମିକ ପ୍ରୋଫାଇଲ୍ ଲକ୍ ତିଆରି କରନ୍ତୁ" "ଆପଣଙ୍କ ପ୍ରୋଫାଇଲ୍ ଅନଲକ୍ କରିବାକୁ ଆପଣଙ୍କର ଫୋନ୍ ବ୍ୟବହାର କରିବା ପାଇଁ, ବ୍ୟାକଅପ୍ ଭାବେ ଆପଣ ଏକ ପ୍ରାଥମିକ ପ୍ରୋଫାଇଲ୍ ଲକ୍ ଦରକାର କରନ୍ତି" "ଶେଷ କରିବାକୁ ଆପଣଙ୍କ ପ୍ରୋଫାଇଲ୍ ଅନଲକ୍ କରନ୍ତୁ" "ଆପଣ ଏକ ନୂଆ ପ୍ରୋଫାଇଲ୍ ଲକ୍ ତିଆରି କରିଛନ୍ତି। ତାପରେ, ଆପଣଙ୍କ ଫୋନ୍ ଆପଣଙ୍କର ପ୍ରୋଫାଇଲକୁ ସ୍ୱଚାଳିତ ଭାବେ ଅନଲକ୍ କରିପାରିବ ବୋଲି ସୁନିଶ୍ଚିତ କରିବାକୁ ଏହା ପୁଣି ଲେଖନ୍ତୁ" "ଏହି ଡିଭାଇସକୁ ବିଚ୍ଛିନ୍ନ କରନ୍ତୁ" "ଏହି ଡିଭାଇସକୁ ପୁଣି ସଂଯୋଗ କରନ୍ତୁ" "ଫୋନ୍ ମାଧ୍ୟମରେ ଅନଲକ୍ କରନ୍ତୁ" "ଆପଣଙ୍କ ଫୋନକୁ ଆପଣଙ୍କର ପ୍ରୋଫାଇଲ୍ ଅନଲକ୍ କରିବାକୁ ଦିଅନ୍ତୁ" "ଏହି ଫିଚରକୁ ଅଧିକାର ଦେବା ପାଇଁ ଏଠାରେ ଟାପ୍ କରନ୍ତୁ" "କିଛି ତ୍ରୁଟି ହୋଇଗଲା" "ଦୁର୍ଭାଗ୍ୟବଶତଃ, ଏହି ଫିଚର୍ ଏ ସମୟରେ ଚାଲୁ ହୋଇପାରିଲା ନାହିଁ। ଦୟାକରି ପୁଣି ଚେଷ୍ଟା କରନ୍ତୁ।" "ଆପଣଙ୍କ ଫୋନରେ ଏକ ସ୍କ୍ରିନ୍ ଲକ୍ ତିଆରି କରନ୍ତୁ" "ଆପଣଙ୍କ ଫୋନରେ ସ୍କ୍ରିନ୍ ଲକ୍ ସେଟ୍ ହୋଇନାହିଁ। ଆପଣଙ୍କ ଫୋନ୍ ମାଧ୍ୟମରେ ଆପଣଙ୍କର କାର ପ୍ରୋଫାଇଲ୍ ଅନଲକ୍ କରିବାକୁ, ପ୍ରଥମେ ଆପଣଙ୍କ ଫୋନର ସେଟିଂସରେ ଏକ ସ୍କ୍ରିନ୍ ଲକ୍ (ପାସକୋଡ୍ ଭାବେ ମଧ୍ୟ ଜଣାଯାଏ) ତିଆରି କରନ୍ତୁ।"